ମହାନଦୀକୁ ଡେଇଁଲେ ନାବାଳିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

ମହାନଦୀକୁ ଡେଇଁଲେ ନାବାଳିକା

କଟକ(ଓଡ଼ିଶା ରିପୋର୍ଟର): କଟକ ସ୍ଥିତ ଯୋବ୍ରା  ବ୍ୟାରେଜ୍‌ରୁ ଆଜି ସକାଳେ ଜଣେ ନାବାଳିକା ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି।  ଏବେ ସେ ସୁସ୍ଥ  ଅଛନ୍ତି।

ନାବାଳିକାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଶିଖରପୁରରେ ରହୁଥିଲେ। ପାଠପଢ଼ାକୁ ନେଇ ନାବାଳିକା ଜଣକ ଚାପରେ ଥିବା ପୁଲିସ୍‌ କହିଛି। ତେବେ ଘଟଣା ସମ୍ପର୍କରେ  ମାଲଗୋଦାମ ଥାନା ପୁଲିସ୍‌ ତାଙ୍କ ପରିବାର ଲୋକକୁ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2NVXsDn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages