ବାଘ ଆତଙ୍କ; ଗୁହାଳେ ପଶି ଛେଳି ମାରିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 9, 2019

ବାଘ ଆତଙ୍କ; ଗୁହାଳେ ପଶି ଛେଳି ମାରିଲା

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ୍‌ର ବୋଇରଗାଁ ଲିମପଡ଼ା ଗାଁରେ ବାଘ ଆତଙ୍କ ଦେଖାଦେଇଛି। ଏକ କଲରାପତରିଆ ବାଘ ଗାଁର ହୀରାଧର ନାଗଙ୍କ ଗୁହାଳେ ପଶି ଗୋଟିଏ ଛେଳିକୁ ମାରି ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଜୋରରେ ଶବ୍ଦ ହେବାରୁ ଲୋକେ ଦୌଡ଼ି ଆସିବାରୁ ବାଘ ଛେଳିକୁ ଛାଡ଼ି ପଲାଇଥିଲା। ଗାଁ ଭିତରକୁ ବାଘ ଆସିଥିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଲୋକଙ୍କୁ ସଚେତନ କରିବା ସହ ସନ୍ଧ୍ୟା ସମୟରେ ପହରା ଦିଆ ଯାଉଥିବା ବୋଡେନ ଫରେଷ୍ଟର କହିଛନ୍ତି।

 



from Odisha Reporter https://ift.tt/2qAVejw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages