ଆଜି କାର୍ତ୍ତିକ ମାସର ଶେଷ ସୋମବାର; ଶୈବପୀଠ ଚଳଚଞ୍ଚଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ଆଜି କାର୍ତ୍ତିକ ମାସର ଶେଷ ସୋମବାର; ଶୈବପୀଠ ଚଳଚଞ୍ଚଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କାର୍ତ୍ତିକ ମାସର ଶେଷ ସୋମବାର।  ଏହାସହ ପବିତ୍ର ପଞ୍ଚକ ବ୍ରତର ଚତୁର୍ଥ ଦିନ।  ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା।  ଏଥିପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ବଡ଼ି ଭୋରରୁ ଶିବ ମନ୍ଦିରଗୁଡ଼ିକର ଦ୍ୱାର ଫିଟା ହୋଇଛି।

ତେବେ ଆଜି ଶେଷ ସୋମବାର ହୋଇଥିବାରୁ ଉଭୟ ଶ୍ରୀଲିଙ୍ଗରାଜଙ୍କ ପୀଠ ସହ ଧବଳେଶ୍ୱର ଏବଂ ପୁରୀରେ ଭକ୍ତଙ୍କ ଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକମାନେ ଭୋରରୁ ମହାଦେବଙ୍କୁ ଦର୍ଶନ କରୁଛନ୍ତି।



from Odisha Reporter https://ift.tt/2K6CUFM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages