ଆଠଗଡ଼ (ନିଳକଣ୍ଠ ଦୋରା): ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସର ବଡ଼ ଓଷା । ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଗଜ ଭୋଗ ଓ ତରଣ ଭୋଗ । ବଡ଼ ଓଷା ପାଳନ ସହିତ ହଜାର ହଜାର ଭକ୍ତ ଧବଳେଶ୍ୱର ପୀଠରେ ଏହି ଗଜଭୋଗକୁ ଅପେକ୍ଷା କରିଥାନ୍ତି ।
ସବୁ ବଷଁ ପରେ ଗଜଭୋଗ ଓ ତରଣ ଭୋଗ ପାଇବା ପରେ ସବୁ ଭକ୍ତ ବେଶ୍ ଆନନ୍ଦିତ ହୋଇଥିଲେ । ଧବଳେଶ୍ୱର ପୀଠର ଏହି ଗଜଭୋଗ ଓ ତରଣ ଭୋଗର ବିଶେଷତ୍ୱ ରହିଛି। ଅତି ଶୁଦ୍ଧ ପୂତ ଭାବେ ପୂଜକ ପରିବାର ଏହି ସ୍ୱତନ୍ତ୍ର ଧରଣର ଭୋଗ ପ୍ରସ୍ତୁତ କରି ବାବା ଧବଳେଶ୍ୱରଙ୍କ ନିକଟରେ ଅର୍ପଣ କରିଥାନ୍ତି ।
from Odisha Reporter https://ift.tt/34LEvJ4
No comments:
Post a Comment