ଆଜି ସମ୍ୱିଧାନ ଦିବସ; ରଙ୍ଗୀନ ଆଲୋକମାଳାରେ ସଜାଯାଇଛି ବିଧାନସଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 25, 2019

ଆଜି ସମ୍ୱିଧାନ ଦିବସ; ରଙ୍ଗୀନ ଆଲୋକମାଳାରେ ସଜାଯାଇଛି ବିଧାନସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିର ଦିନ ଅର୍ଥାତ୍‌ ନଭେମ୍ବର ୨୬ ତାରିଖକୁ ପ୍ରତିବର୍ଷ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଭାରତର ସମ୍ବିଧାନ ୭୦ ବର୍ଷ ପାଳନ କରୁଛି। ଏହି ଉପଲକ୍ଷେ ଆଜି ସଂସଦର କେନ୍ଦ୍ରୀୟ ହଲ୍‌ରେ ଦିନ ୧୧ଟାରେ ସମ୍ବିଧାନ ଦିବସ ପାଳନ କରାଯିବ। ଅନ୍ୟପକ୍ଷରେ ଓଡ଼ିଶା ବିଧାନସଭା ପକ୍ଷରୁ ସମ୍ବିଧାନ ଦିବସ ପାଳନ କରିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ଗତକାଲି ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ, ଆଜି ଅପରାହ୍ନ ୧୨ଟା ୧୫ ମିନିଟ୍‌ରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ସବୁ ବିଧାୟକଙ୍କ ଉପସ୍ଥିତିରେ ଏହାକୁ ପାଳନ କରାଯିବ। ଏଥିପାଇଁ ବିଧାନସଭାକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି।



from Odisha Reporter https://ift.tt/33kKcg7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages