ପ୍ରୀତି : ତମେ କିଛି ବି କାମ ଠିକ୍ରେ କରୁନ
ପପୁ: ଏବେ କ’ଣ ହେଲା, ମୁଁ ଏମିତି କ’ଣ କରିଦେଲି ?
ପ୍ରୀତି: ତୁମକୁ କାଲି ସିଲିଣ୍ଡର ଲଗାଇବାକୁ କହିଥିଲି ନା ନାଇଁ…
ପପୁ : ହଁ, ଲଗେଇ ତ ଥିଲି…
ପ୍ରୀତି : କେଜାଣି କେମିତି ଲଗେଇ ଥିଲ। କାଲିଠୁ ମୁଁ କ୍ଷୀର ଦିଥର ସିଝେଇଲିଣି ଯେ ଦିଥର ଯାକ ଛିଣ୍ଡି ଯାଉଛି। ସବୁ ତୁମ ଭୁଲ୍ ପାଇଁ ହେଉଛି।
from Odisha Reporter https://ift.tt/2Q145Wa
No comments:
Post a Comment