ବିଚ୍ ରାସ୍ତାରେ ଛାତ୍ରକୁ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 20, 2019

ବିଚ୍ ରାସ୍ତାରେ ଛାତ୍ରକୁ ମାଡ଼

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): କମେଣ୍ଟ ମରାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ଜଣେ ଛାତ୍ରକୁ ନିର୍ଦ୍ଦୂମ ମାଡ଼ । ଆଣ୍ଠେଇ, କାନ ଧରାଇ ଏକରକମ କଙ୍ଗାରୁ କୋର୍ଟ ଭଳି ଦିଆଯାଉଛି ଶାସ୍ତି ।  ଏପରି  ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ମୁଖ୍ୟ ବସ୍‌ଷ୍ଟାଣ୍ଡ ଛକରେ । ଗତ ଦୁଇ ମାସ ତଳେ ଘଟିଥିବା ଏପରି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହା ସାମନାକୁ ଆସିଛି।

ଅଭିଯୋଗ ଅନୁସାରେ,  ପ୍ରାୟ ୨ ମାସ ପୂର୍ବେ ଏକ ରାଶନ ଦୋକାନରେ ଜଣେ ଛାତ୍ରୀଙ୍କୁ ସମ୍ପୃକ୍ତ ଛାତ୍ର କମେଣ୍ଟ ମାରିଥିଲେ। ଏହା ଦେଖି ଉତ୍ତ୍ୟକ୍ତ ଲୋକେ ବିଚ୍‌ରାସ୍ତାରେ ତାଙ୍କୁ  ମାଡ ମାରିବା ସହ କାନ ଧରି ଆଣ୍ଠେଇ ଦେଇଥିଲେ।  ଭିଡ଼ିଓ ଭାଇରାଲ୍‌ ପରେ ଖଲ୍ଲିକୋଟ ଥାନା ପୁଲିସ୍‌  ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଛାତ୍ରଙ୍କ ପରିବାର ଲୋକେ ଥାନାରେ ଏନେଇ ଏତଲା ଦେବେ ବୋଲି ଜଣାପଡ଼ିଛି l



from Odisha Reporter https://ift.tt/37rwSK4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages