ଭାଲୁ ତାଡ଼ି ନେଲା ଆଖି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ଭାଲୁ ତାଡ଼ି ନେଲା ଆଖି

ଉଦଳା (ମାନସ ପାଣି): ବଳଦ ଖୋଜିବା କାଳ ହେଲା । ଘର ବାଡିକୁ ଯାଇଥିବା ଯୁବକଙ୍କ ଆଖିକୁ ତାଡ଼ିଦେଲା ଭାଲୁ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଂଚଳ ଅଧୀନ କଟରାସାହି ଗ୍ରାମରେ ।

ଗାଁର ଦାମ ଟୁଡୁ ନାମକ ଜଣେ ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ବଳଦ ଖୋଜିବା ପାଇଁ ନିଜ ବାଡିକୁ ଯାଇଥିଲେ । ତେବେ ଠିକ୍ ଏହି ସମୟରେ ବାଉଁଶ ବୁଦା ନିକଟରେ ଲୁଚିଥିବା ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଭାଲୁଟି ଦାମଙ୍କ ମୁହଁକୁ ଆକ୍ରମଣ କରିଥିବା ବେଳେ ତାଙ୍କର ଦୁଇ ଆଖି ତାଡି ଦେଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ   ଉଦଳା ଡାକ୍ତରଖାନାରେ ଭର୍ତି  କରାଯାଇଥିଲା। ମାତ୍ର ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।



from Odisha Reporter https://ift.tt/2PICeJV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages