୨ ଝିଅଙ୍କୁ ମାରି ଦମ୍ପତିଙ୍କ ଆତ୍ମହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

୨ ଝିଅଙ୍କୁ ମାରି ଦମ୍ପତିଙ୍କ ଆତ୍ମହତ୍ୟା

ନଏଡା: ମଙ୍ଗଳବାର ସକାଳୁ ଗାଜିଆବାଦ ଅଞ୍ଚଳର ଇନ୍ଦିପୁରମ୍‌ର ଏକ ଦମ୍ପତି ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ସେମାନେ ରହୁଥିବା କୋଠାର ଅଷ୍ଟମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
ସେମାନଙ୍କ ସହ ଆଉ ଜଣେ ମହିଳା ମଧ୍ୟ ଡେଇଁଥିଲେ। ସେ ପୁରୁଷ ଜଣଙ୍କର ଦ୍ୱିତୀୟ ସ୍ତ୍ରୀ ବୋଲି ସନ୍ଦେହ କରାଯାଉଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ୍‌ର ପ୍ରାଥମିକ ସୂଚନେ ଅନୁଯାୟୀ, ଝିଅ ୨ ଜଣ ଶୋଇଥିବା ଅବସ୍ଥାରେ ହିଁ ସେମାନଙ୍କୁ ହତ୍ୟା କରାଯାଇଛି। ତଦନ୍ତ ବର୍ତ୍ତମାନ ଚାଲୁ ରହିଛି। ତେବେ ପ୍ରାଥମିକ ତଦନ୍ତ କ୍ରମେ ଏହା ପାରିବାରିକ ଏବଂ ଆର୍ଥିକ କଳହର ପରିଣତି ବୋଲି ସନ୍ଦେହ କରାଯାଉଛି।



from Odisha Reporter https://ift.tt/34LKMFc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages