ଶ୍ମଶାନ ଯିବାକୁ ବାଟ ନାହିଁ, ରାସ୍ତାକୁ ଓହ୍ଲାଇଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 15, 2019

ଶ୍ମଶାନ ଯିବାକୁ ବାଟ ନାହିଁ, ରାସ୍ତାକୁ ଓହ୍ଲାଇଲେ ଲୋକେ

ନରସିଂହପୁର(ଦିଲୀପ ପଣ୍ଡା): ଶ୍ମଶାନକୁ ଯିବାକୁ ରାସ୍ତା ନଥିବାରୁ ରାସ୍ତାରୋକ କରିଛନ୍ତି ଲୋକେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି। ସୂଚନାଅନୁସାରେ, କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର ଗାଁରେ ୯୮ ଡିସିମିଲ ଜାଗାରେ ଏକ  ଶ୍ମଶାନ ଅଛି। ହେଲେ ଏହାର ଚାରିପାଖକୁ ସ୍ଥାନୀୟ ଲୋକେ ଜବରଦଖଲ କରି ମାଡ଼ି ବସିଛନ୍ତି। ଫଳରେ ଶବ ନେଇ ଶ୍ମଶାନ ଯିବାକୁ ବାଟ ନାହିଁ।

ଏନେଇ ଗାଁ ଲୋକେ ୫ ବର୍ଷ ହେବ ତହସିଲ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଛନ୍ତି। ହେଲେ ସେମାନଙ୍କ କଥା କେହି କର୍ଣ୍ଣପାତ କରୁ ନ ଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ତେଣୁ ଆଜି ଗାଁ ଲୋକେ କଟକ- ନରସିଂହପୁର ମୁଖ୍ୟ ରାସ୍ତାର ଚମ୍ପେଶ୍ୱରଠାରେ ରାସ୍ତାରୋକ କରିଛନ୍ତି।



from Odisha Reporter https://ift.tt/35suIbM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages