ଶ୍ରୀମନ୍ଦିରକୁ ପୁଣି ଗଲା ମୋବାଇଲ; ଫଟୋ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 20, 2019

ଶ୍ରୀମନ୍ଦିରକୁ ପୁଣି ଗଲା ମୋବାଇଲ; ଫଟୋ ଭାଇରାଲ୍

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିରର ଚାହାଣି ମଣ୍ଡପରେ ଛିଡ଼ା ହୋଇ ଜଣେ ଯୁବକ ମୋବାଇଲରେ କଥା ହେଉଥିବା ନେଇ ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ତେବେ ଏହି ଯୁବକ ଜଣକ କିଏ? କିପରି ନିଜ ମୋବାଇଲକୁ ଶ୍ରୀ ମନ୍ଦିର ଭିତରକୁ  ନେଲେ ଓ ଘଣ୍ଟା ଘଣ୍ଟା  ଧରି କଥା ହେଉଥିଲେ ତାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି।

ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତର ଭିଜୁଆଲ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ତତ୍ପର ହୋଇ ପଡୁଛି। ହେଲେ ମନ୍ଦିର ଭିତରେ ଫଟୋ ଉଠାଯାଉଥିବା ସମୟରେ ହେଉ କି ମୋବାଇଲ ନେବା ସମୟରେ ପୁଲିସ୍‌ କିପରି ଜାଣି ପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଗତ କିଛି ମାସ ତଳେ ଶ୍ରୀମନ୍ଦିର ଆନନ୍ଦ ବଜାର ଓ ସ୍ନାନ ମଣ୍ଡପ ପାଖ ଭିଡିଓ ଓ ଫଟୋ ବି ଭାଇରାଲ ହୋଇଥିଲା।



from Odisha Reporter https://ift.tt/2rZcNuR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages