ମଦ ପିଇ ଡ୍ୟୁଟି କରୁଛନ୍ତି ପୁଲିସ୍ କର୍ମଚାରୀ; ଭିଡିଓ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

ମଦ ପିଇ ଡ୍ୟୁଟି କରୁଛନ୍ତି ପୁଲିସ୍ କର୍ମଚାରୀ; ଭିଡିଓ ଭାଇରାଲ୍

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସହରରେ ଜଣେ ପୁଲିସ୍‌ କର୍ମଚାରୀ ଡ୍ୟୁଟିରେ ଥିବା ବେଳେ ମଦ ପିଇ କିଛି ସ୍ଥାନୀୟ ଯୁବକଙ୍କ ସହ ଯୁକ୍ତି କରୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଏହି ଭିଡିଓରେ ପୁଲିସ୍ କର୍ମଚାରୀ ଜଣକ କହିଛନ୍ତି ଯେ, ‘ମୁଁ ମଦ ପିଇଛି, ଡେଲି ପିଏ ଓ ନପିଇଲେ ମରିଯିବି।’

ଗତକାଲି ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଡ୍ୟୁଟି ସମୟରେ କାହିଁକି ମଦ ପିଇଛନ୍ତି ବୋଲି ପଚରାଯିବାରୁ, ସେ ଏ ଯୁକ୍ତି ଦର୍ଶାଇଛନ୍ତି।



from Odisha Reporter https://ift.tt/2Mezu51

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages