ଦିଲ୍ଲୀ ପୁଲିସ୍‌ ଆକ୍ରମଣକୁ ଲାଲବାହିନୀର ନିନ୍ଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 17, 2019

ଦିଲ୍ଲୀ ପୁଲିସ୍‌ ଆକ୍ରମଣକୁ ଲାଲବାହିନୀର ନିନ୍ଦା

ବାଲିଗୁଡ଼ା(ଅଜିତ ନାୟକ): ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଉପରେ ଦିଲ୍ଲୀ ପୁଲିସ୍‌ର ଆକ୍ରମଣକୁ ନିନ୍ଦା କରିଛି ଲାଲବାହିନୀ । ଏଥିସହ  ବିଜେପି ସରକାରଙ୍କ ନାଗରିକ ସଂଶୋଧନ ଆଇନକୁ ମଧ୍ୟ ବିରୋଧ କରିଛି। କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଲାଗିଥିବା ମାଓ ବ୍ୟାନର ଓ ପୋଷ୍ଟରରେ ଏ ସବୁ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କ ପଦକ୍ଷେପକୁ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି ମାଓବାଦୀ ।

ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ କୋଟଗଡ ଥାନା ରେଟାବାଲି ମୁଖ୍ୟ ରାସ୍ତାରେ ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।  ମାଓବାଦୀଙ୍କ ଦ୍ୱାରା ପୁଣି ଥରେ ମାଓ ବ୍ୟାନର ଓ ପୋଷ୍ଟର ଲାଗିବା ଫଳରେ କୋଟଗଡ – ମୁନିଗୁଡା ମୁଖ୍ୟ ରାସ୍ତା ସମେତ ଆଖପାଖ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି।



from Odisha Reporter https://ift.tt/34w99FY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages