‘ସଜନା ଶାଗ ମାଣ୍ଡିଆ ବରା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 10, 2019

‘ସଜନା ଶାଗ ମାଣ୍ଡିଆ ବରା’

ଆବଶ୍ୟକ ସାମଗ୍ରୀ: ସଜନା ଶାଗ, ପିଆଜ-ଅଦା-ରସୁଣ ବଟା, ନଡ଼ିଆ କୋରା, ମାଣ୍ଡିଆ ଚୂନା, ବେସନ, ଚାଉଳ ଚୂନା, ଲୁଣ, ଦହି, ଉଷୁମ ପାଣି ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସଜନା ଶାଗରେ ପିଆଜ-ଅଦା-ରସୁଣ ବଟା ଓ ନଡ଼ିଆ କୋରା ପକାଇ ଭଲ ଭାବେ ଭାଜି ରଖି ଦିଅନ୍ତୁ। ଏବେ ଏକପାତ୍ରରେ ଦୁଇ ଭାଗ ମାଣ୍ଡିଆ ଚୂନା, ଏକ ଭାଗ ବେସନ, ଏକ ଭାଗ ଚାଉଳ ଚୂନା, ଲୁଣ, ଦହି ଓ ଉଷୁମ ପାଣି ଦେଇ ଚକଟି ଦିଅନ୍ତୁ ଏବଂ କିଛି ସମୟ ସେମିତି ରଖିଦିଅନ୍ତୁ। ଏହାପରେ ମାଣ୍ଡିଆ ଚକଟାରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ସଜନା ଶାଗ ଭଜାକୁ ପକାଇ ଚକଟନ୍ତୁ ଏବଂ ଏହାକୁ ଛୋଟ ଛୋଟ ଗୋଳା କରି ବରା ଆକାରର କରନ୍ତୁ। ତା’ପରେ ଏକ ପ୍ୟାନ୍‌ରେ ତେଲ ଗରମ ସେଗୁଡ଼ିକୁ ଭାଜନ୍ତୁ। ଦୁଇପଟ ଲାଲ୍‌ ହୋଇଗଲେ ସେଗୁଡ଼ିକୁ ପ୍ଲେଟ୍‌କୁ କାଢ଼ିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ସଜନା ଶାଗ ମାଣ୍ଡିଆ ବରା’।



from Odisha Reporter https://ift.tt/36svjKB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages