ଦ୍ୱିତୀୟ ଥର ଚୋରି କରିବାକୁ ଆସି ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ଦ୍ୱିତୀୟ ଥର ଚୋରି କରିବାକୁ ଆସି ଧରାପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଥର ଚୋରି କରିବାକୁ ଆସି ଧରାପଡ଼ିଲେ ଦୁଇ ଚୋର।  ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏହି ଘଟଣା। ଚନ୍ଦ୍ରଶେଖରପୁରର ରାଧାକୃଷ୍ଣ ବସ୍ତିରୁ ଏହି ଦୁଇ ଚୋରଙ୍କୁ ଗିରଫ କରିଛି ପୁଲିସ୍।

୫ମାସ ତଳେ ଏହି ଦୁଇ ଚୋର ଏହି ବସ୍ତିରେ ଜଣେ ମହିଳାଙ୍କୁ ତାଙ୍କର ଭବିଷ୍ୟତ ଉପରେ କହିବା ସହ ବିଶ୍ୱାସ ଜନ୍ମାଇଥିଲେ।  ଏହାପରେ ମଉକା ଦେଖି ୬ହଜାର ଟଙ୍କା ଓ ଏଲଇଡି ଟିଭି ଚୋରି କରି ପଳାଇଥିଲେ।

ଗତକାଲି ପୁଣି ଥରେ ଏହି ବସ୍ତିରେ ସମାନ ଢଙ୍ଗରେ ଚୋରି ପାଇଁ ସେମାନେ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଥିଲେ। ପୁଲିସ ଦୁଇ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।



from Odisha Reporter https://ift.tt/3497dmq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages