ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିମାନ ସେବା ବାତିଲକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ଏୟାର ଏସିଆର ଏକ ବିମାନ ସେବା ବାତିଲ ହୋଇଯିବାରୁ ତାତିଲେ ଯାତ୍ରୀ ।
ଗତକାଲି ଭୁବନେଶ୍ୱରରୁ ବେଙ୍ଗାଲୁର ଅଭିମୁଖେ ଏୟାର ଏସିଆର ଏକ ବିମାନ ଯିବାର ଥିଲା । ତେବେ ଶେଷ ମୁହୂର୍ତ୍ତରେ ବିମାନଟିକୁ ବାତିଲ କରାଯାଇଥିଲା । କମ୍ପାନୀ ପକ୍ଷରୁ ଯାତ୍ରୀଙ୍କ ପାଇଁ ସେବାର ବିକଳ୍ପ ନ କରି ଟିକେଟ୍ ବାବଦ ଅର୍ଥ ଫେରାଇ ନେବାକୁ କୁହାଯିବାରୁ ଯାତ୍ରୀମାନେ କ୍ଷୁବ୍ଧ ହୋଇଥିଲେ । ଏପରିକି ଏୟାର ଏସିଆ କମ୍ପାନୀ ଅଧିକାରୀଙ୍କ ସହ ଯାତ୍ରୀଙ୍କ ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା ।
from Odisha Reporter https://ift.tt/35rxyxu
No comments:
Post a Comment