ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଧର ପାତ୍ର ନାଲ୍କୋର ନୂଆ ମୁଖ୍ୟ ହେବେ। ଶ୍ରୀଧରଙ୍କୁ ନାଲ୍କୋର ଚେୟାରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ଲାଗି ଖଣି ମନ୍ତ୍ରାଳୟର ପ୍ରସ୍ତାବ ଉପରେ ମୋହର ମାରିଛି ଆପଏଣ୍ଟମେଣ୍ଟ କମିଟି ଅଫ୍ କ୍ୟାବିନେଟ। ସେ ୨୦୨୪ ଅକ୍ଟୋବର ୩୧ ଯାଏ କାର୍ଯ୍ୟଭାର ସମ୍ଭାଳିବେ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ନାଲ୍କୋର ଅଧ୍ୟକ୍ଷ ତପନ ଚାନ୍ଦ ଅବସର ନେଇଥିଲେ।
from Odisha Reporter https://ift.tt/2sCeduR
No comments:
Post a Comment