୧୨ କୋଟିର ଗଞ୍ଜେଇ ନଷ୍ଟ କଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 18, 2019

୧୨ କୋଟିର ଗଞ୍ଜେଇ ନଷ୍ଟ କଲା ପୁଲିସ୍‌

ବାଲିଗୁଡ଼ା(ଅଜିତ ନାୟକ): ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି କନ୍ଧମାଳ ପୁଲିସ୍‌ ପୁରା ଦମରେ ଲାଗିପଡିଛି । ଏ ନେଇ କ.ନୂଆଗାଁ ପୁଲିସ୍‌ ତୁହାକୁ ତୁହାକୁ ଅଞ୍ଚଳରେ ଲାଗିଥିବା ବେଆଇନ ଗଞ୍ଜେଇ ଚାଷକୁ କାଟି ପୋଡି ଛାରଖାର କରିବାରେ ଲାଗିଛି ।

ଗୋଛାପଡା, ଜାରଙ୍ଗା ଓ ବାଲିପଦର ଆଦି ଇଲାକାର ୧୨୦ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ପୁଲିସ୍‌ ଓ ଅବକାରୀ ବିଭାଗ କର୍ମଚାରୀ ନଷ୍ଟ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୧୨  କୋଟି ହେବ ବୋଲି ପୁଲିସ୍‌ କହିଛି ।



from Odisha Reporter https://ift.tt/2sFFcWz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages