ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ ଧମକ ଦେଇ ପ୍ରେମିକ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 7, 2019

ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ ଧମକ ଦେଇ ପ୍ରେମିକ ଗିରଫ

ଭଦ୍ରକ(ଓଡ଼ିଶା ରିପୋର୍ଟର):ପ୍ରତାରଣା କରି ବନ୍ଧା ହେଲା ପ୍ରେମିକ। ଯୁବତୀଙ୍କ ଅଭିଯୋଗ କ୍ରମେ ପ୍ରେମିକ ୪୨୦କୁ ଗିରଫ କରିଛି ପୁଲିସ। ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ । ୪ ବର୍ଷ ଧରି ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା ଅସୁରା ଗାଁର ପ୍ରମୋଦ ଲେଙ୍କା। ଗତ ୫ ଡିସେମ୍ବରେ କୋର୍ଟରେ ବିବାହ କରିବାକୁ କହି ଯୁବତୀଙ୍କୁ ଆଣି ଥିଲା।

କିନ୍ତୁ ବିବାହ ନକରି ଯୁବତୀଙ୍କୁ ସଂପର୍କୀୟଙ୍କ ଘରେ ଛାଡି କେଉଁ ଆଡେ ଚାଲିଯାଇଥିଲେ।  ପରେ ବିବାହ କରିବାକୁ ୧୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଦେଲେ ବିବାହ କରିବ ବୋଲି କହିଥିଲା । ଏକଥା କାହାକୁ କହିଲେ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲା ପ୍ରମୋଦ। ଏନେଇ ଯୁବତୀ ଜଣକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରମୋଦକୁ ଗିରଫ କରିଛି।



from Odisha Reporter https://ift.tt/36bJwLG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages