ଆଇଆଇସିଙ୍କୁ ମାଡ଼ ମାରି ଏଏସ୍‌ଆଇ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 31, 2019

ଆଇଆଇସିଙ୍କୁ ମାଡ଼ ମାରି ଏଏସ୍‌ଆଇ ନିଲମ୍ବିତ

ବ୍ରହ୍ମପୁର( ଜଗନ୍ନାଥ ସାହୁ): ମହଙ୍ଗା ପଡ଼ିଲା ପାଟପୁର ଥାନା IICଙ୍କୁ ଆକ୍ରମଣ । ନିଲମ୍ବିତ ହେଲେ ASI ପ୍ରତୀମଞ୍ଜରୀ ଗଡ଼ନାୟକ । ଗତକାଲି ପାଟପୁର ଥାନା ଭିତରେ ପଶି  IIC ଅଜୟ ବାରିକଙ୍କୁ ASI ପ୍ରତୀମଞ୍ଜରୀ ଓ ତାଙ୍କୁ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଡ୍ୟୁଟି ଭାଗବଣ୍ଟାକୁ ନେଇ ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିବା ଜଣାଯାଇଛି। ଗତ ରାତିରେ ଆଇଆଇସି ଡ୍ୟୁଟି ଭାଗବଣ୍ଟା କରୁଥିବା ବେଳେ ASI ପ୍ରତୀମଞ୍ଜରୀ ଓ ତାଙ୍କ ସ୍ୱାମୀ ମିଶି ଅତର୍କିତ ଭାବେ  IICଙ୍କୁ  ଆକ୍ରମଣ କରିଥିଲେ ।  ଏହାସହ ତଣ୍ଟି ଚିପି ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିବା ଆଇଆଇସି ଅଭିଯୋଗ କରିଥିଲେ। ଏନେଇ ମାମଲା ରୁଜୁ ହେବା ପରେ ASI ପ୍ରତୀମଞ୍ଜରୀ ଗଡ଼ନାୟକଙ୍କୁ ନିଲମ୍ବିତ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର ।



from Odisha Reporter https://ift.tt/2Fcmwka

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages