ଗର୍ଲଫ୍ରେଣ୍ଡକୁ ଡ୍ରେସ୍‌ ଗିଫ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 4, 2019

ଗର୍ଲଫ୍ରେଣ୍ଡକୁ ଡ୍ରେସ୍‌ ଗିଫ୍ଟ

ଗର୍ଲଫ୍ରେଣ୍ଡ : ତମେ ଜାଣିଛ କାଲି ରାତିରେ ମୁଁ କ’ଣ ସ୍ୱପ୍ନ ଦେଖିଛି ?

ବୟଫ୍ରେଣ୍ଡ : କ’ଣ ଦେଖିଲ ?

ଗର୍ଲଫ୍ରେଣ୍ଡ : ତୁମେ ମୋତେ ୫ ହଜାର ଟଙ୍କାର ଏକ ଡ୍ରେସ୍‌ ଗିଫ୍ଟ କରିଛ..

ବୟଫ୍ରେଣ୍ଡ : ଆଚ୍ଛା ହଉ..

ଗର୍ଲଫ୍ରେଣ୍ଡ : ହଁ..ତା’ହେଲେ କେବେ ଦେବ ଡ୍ରେସ୍‌ ?

ବୟଫ୍ରେଣ୍ଡ : ଆଜି ରାତି ସ୍ୱପ୍ନରେ ସେ ୫୦୦୦ ଟଙ୍କିଆ ଡ୍ରେସ୍‌ଟାକୁ ପିନ୍ଧିଦେବ..



from Odisha Reporter https://ift.tt/33WF4iA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages