ନୂଆପଡା (ମାୟାଧର ସରାଫ):ନୂଆପଡା ଜିଲ୍ଲା କୋମନା ଥାନା ପୁଲିସ୍ ବେଆଇନ ନିଶା ଟାବଲେଟ୍ କାରବାର ଅଭିଯୋଗରେ ୨ ଜଣ ଯୁବକଙ୍କୁ ଗିରଫ କରିଛି ।
ବିଶେଷ ସୂତ୍ରରୁ ଖବର ପାଇ କୋମନା ପୁଲିସ୍ ମହୁଲଭଟା ଗାଁର ସୁଜିତ କୁମାର ଭୋଇ ଓ କୁରେଶ୍ୱର ଗାଁର ରମେଶ କେତକି ନାମକ ୨ ଜଣ ଯୁବକଙ୍କୁ ନିଶା ଟାବଲେଟ୍ କାରବାର ଅଭିଯୋଗରେ ଗିରଫ କରିଛି। ସେମାନଙ୍କ ନିକଟରୁ ୫୬୦ ନିଶା ଟାବଲେଟ୍ ଜବତ ହୋଇଛି।
from Odisha Reporter https://ift.tt/2YRo2RJ
No comments:
Post a Comment