ଲଞ୍ଚ୍‌ ହେଲା Redmi K30 5G - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 10, 2019

ଲଞ୍ଚ୍‌ ହେଲା Redmi K30 5G

ନୂଆଦିଲ୍ଲୀ: Redmi K20ର ଅପ୍‌ଗ୍ରେଡ୍‌ ଭର୍ସନ୍ Redmi K30 5G ଚୀନ୍‌ରେ ଲଞ୍ଚ୍‌ ହୋଇଛି। ଏହା ସହିତ Redmi AC2100 ରାଉଟର୍, RedmiBook 13 ଲ୍ୟାପ୍‌ଟପ୍‌ ଓ ରେଡ୍‌ମି ସ୍ମାର୍ଟ ସ୍ପିକର୍‌ ମଧ୍ୟ ଲଞ୍ଚ୍ ହୋଇଛି। ଏହା ଦୁନିଆର ପ୍ରଥମ ସ୍ମାର୍ଟଫୋନ୍‌ ଯେଉଁଥିରେ ସୋନିର 64MP IMX686 ସେନ୍‌ସର୍‌ ଦିଆଯାଇଛି। ଏହା ବ୍ୟତୀତ କମ୍ପାନୀ Redmi K30 4Gର ଘୋଷଣା ମଧ୍ୟ କରିଛି।

Redmi K30 5Gର 6GB + 64GB ଭ୍ୟାରିଆଣ୍ଟର ମୂଲ୍ୟ ୨୦ ହଜାର ଟଙ୍କା, 6GB + 128GB ଭ୍ୟାରିଆଣ୍ଟର ମୂଲ୍ୟ ୨୩ ହଜାର ଟଙ୍କା ଏବଂ 8GB + 128GB ଭ୍ୟରିଆଣ୍ଟର ମୂଲ୍ୟ ପାଖାପାଖି ୨୬ ହଜାର ଟଙ୍କା ରହିଥିବା ବେଳେ 8GB + 256GB ଭ୍ୟାରିଆଣ୍ଟର ମୂଲ୍ୟ ପାଖାପାଖି ୨୯ ହଜାର ଟଙ୍କା ରଖାଯାଇଛି। ଖୁବ୍‌ଶୀଘ୍ର ଏହାର ବିକ୍ରି ବି ଆରମ୍ଭ ହୋଇପାରେ। ସେହିପରି ଭାରତରେ ମଧ୍ୟ ଖୁବ୍‌ଶୀଘ୍ର ଏହାକୁ ଲଞ୍ଚ୍ କରାଯିବ।

Redmi K30 5Gର ଫିଚର: 

  • ଡିସ୍‌ପ୍ଲେ ସାଇଜ୍‌: ୬.୬୭ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2400 ପିକ୍ସେଲ୍ନ୍ ସହିତ ପଞ୍ଚ୍‌ ହୋଲ୍‌ ଓ କର୍ଣ୍ଣିଂ ଗରିଲା ଗ୍ଲାସ୍ ୫ ରହିଛି
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୧୦ ବେସ୍‌ଡ MIUI 11
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 765G
  • ରାମ୍: 6 GB, 8 GB
  • ଷ୍ଟୋରେଜ୍: 64 GB, 128GB, 256 GB
  • ରିୟର କ୍ୟାମେରା: 64 MP + 8MP + 5MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 20 MP + 2MP
  • ବ୍ୟାଟେରୀ: 4,500mAh ସହ 30 ୱାଟ୍ ଚାର୍ଜିଂ ସପୋର୍ଟ

 



from Odisha Reporter https://ift.tt/35ayXbJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages