ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୋଦା ଚୋରି କରିନେବା ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରିବ ଖଣ୍ଡଗିରି ଥାନା ପୁଲିସ୍। ଗତ ବୁଧବାର ରାତିରେ ସିଜୁଆଠାରେ ଥିବା ‘ପିପୁଲ ଫର ଆନିମଲ’ର ସେଲଟର ହୋମ୍ ଭିତରେ ପଶି କେହି ଦୁର୍ବୃତ୍ତ ବୋଦାକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି।
ଏନେଇ ଥାନାରେ ଏତଲା ଦିଆଯାଇଛି। ପୁଲିସ୍ ଦୁର୍ବୃତ୍ତକୁ ଧରିବା ପାଇଁ ଚେଷ୍ଟା ଚଳାଇଛି।
from Odisha Reporter https://ift.tt/38DUYkD
No comments:
Post a Comment