ଆଜି ବଜେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 31, 2020

ଆଜି ବଜେଟ୍‌

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଜି ସଂସଦରେ ୨୦୨୦-୨୧ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ଶିଥିଳ ଅର୍ଥନୀତିକୁ ପ୍ରଗତିଶୀଳ କରିବା ଲାଗି କି ପଦକ୍ଷେପ ନେଇଛନ୍ତି ଅର୍ଥମନ୍ତ୍ରୀ ଏବେ ତା’ ଉପରେ ପୂରା ଦେଶର ନଜର ରହିଛି। ଅର୍ଥନୈତିକ ଅଭିବୃଦ୍ଧିରେ ବାଧକ ସାଜିଥିବା ଅଟୋମୋବାଇଲ, ରିୟଲ ଇଷ୍ଟେଟ ଓ ଫିନାନ୍ସ ସେକ୍ଟରରେ ସ୍ଫୁର୍ତ୍ତି ଫେରାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ। ଅଭିବୃଦ୍ଧି ତ୍ୱରାନ୍ୱିତ ଲାଗି ଘରୋଇ ଚାହିଦା ବୃଦ୍ଧି ଓ ଖାଉଟୀଙ୍କ ହାତକୁ ସିଧାସଳଖ ଅର୍ଥଦେବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।

ତେବେ ସୀତାରମଣଙ୍କ ଷ୍ଟ୍ରାଟେଜି କ’ଣ ରହିଛି, ଅର୍ଥନୀତିକୁ ବିକାଶ ରାସ୍ତାରେ ଫେରାଇ ଆଣିବା ଲାଗି କେଉଁ କେଉଁ କ୍ଷେତ୍ରକୁ ଫୋକସରେ ରଖିଛନ୍ତି, ଆଜି ବଜେଟ୍ ଉପସ୍ଥାପନ ହେବା ପରେ ତାହା ସ୍ପଷ୍ଟ ହେବ। ସୀତାରମଣ ଓ ତାଙ୍କ ଟିମର ବଡି ଲାଙ୍ଗୁଏଜ୍ ବଜେଟକୁ ନେଇ କିଛି ସକାରାତ୍ମକ ସଂକେତ ଦେଇଛି।



from Odisha Reporter https://ift.tt/2GETVoq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages