ଚିଲିକାରେ ଡଲଫିନ୍‌ ଗଣନା ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ଚିଲିକାରେ ଡଲଫିନ୍‌ ଗଣନା ଆରମ୍ଭ

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ଚିଲିକାରେ ଆଜି ଡଲଫିନ୍‌ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ଟାରୁ ଏହି ଗଣନା ଆରମ୍ଭ ହୋଇଥିବା ଦିନ ୧୨ଟା ଯାଏ ଚାଲିବ। ବିଶେଷ କରି ସେଣ୍ଟ୍ରାଲ ଚିଲିକା ପାଇଁ ୧୦ଟିମ୍‌ରେ ୮୬ ଜଣ ଗଣନାକାରୀ ଥିବା ବେଳେ ଆଉଟଟର୍ ଚିଲିକାରେ  ୮ଟି ଟିମ୍‌ରେ ୪୭ ଜଣ ଅଛନ୍ତି। ମୋଟ  ୧୮ଟି ଟିମ୍‌ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଥିସହ ୧୩୩ ଜଣ ଗଣନାକାରୀ ଅଛନ୍ତି।

ଗଣନା କାର୍ଯ୍ୟରେ  ବନବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଓୟୁଟି, w.w.f ଓ NGOର କର୍ମକର୍ତ୍ତାମାନେ ରହିଛନ୍ତି। ଜିପିଏସ୍‌ ଟ୍ରାକିଙ୍ଗ ଓ ବାଇନା କୁଲାର ସହାୟତାରେ  ଲ୍‌ଟିଏସ୍‌ ମେଥଡ୍‌ରେ ଗଣନା କରାଯାଉଛି।



from Odisha Reporter https://ift.tt/2R4UQoi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages