କଲି ଖଜା: ଏକ ନିଆରା ମିଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 20, 2020

କଲି ଖଜା: ଏକ ନିଆରା ମିଠା

ଆବଶ୍ୟକ ସାମଗ୍ରୀ: ଚାଉଳ ଚୂନା, ବେସନ, ଜୁଆଣି, ପାନମହୁରୀ, ଲୁଣ, ଗୁଡ଼ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳ ଚୂନାରେ ବେସନ, ଜୁଆଣି, ପାନମହୁରୀ, ସ୍ୱାଦ ଅନୁସାରେ ଲୁଣ ଓ ପାଣି ଦେଇ ଭଲଭାବେ ଗୋଳାନ୍ତୁ।  ଏବେ କଡ଼େଇରେ ତେଲ ଗରମ କରି ସେଥିରେ ଚାଉଳ ଚୂନା-ବେସନ ଆଣକୁ ଚଟୁ ଦ୍ୱାରା ଛାଣି ରଖନ୍ତୁ।

ଏହାପରେ ଚୁଲିରେ ହାଣ୍ଡି ବସାଇ ସେଥିରେ ଗୁଡ଼ ଓ ପାଣି ଦେଇ ଗୁଡ଼ପାଗ ପ୍ରସ୍ତୁତ କରନ୍ତୁ। ଗୁଡ଼ ପାଗ ହେବାପରେ ଛଣା କଲିକୁ ସେଥିରେ ପକାଇ ଭଲଭାବେ ଗୋଳାଇ ବାହାର କରନ୍ତୁ। ଶେଷରେ ଗୁଡ଼ପାଗ କରିଥିବା କଲିକୁ ଖଜା ଆକାରରେ ଗଢ଼ନ୍ତୁ। ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ମିଠା ‘କଲି ଖଜା’।



from Odisha Reporter https://ift.tt/2NKVGEp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages