ଜଗନ୍ନାଥ ବଲ୍ଲଭ ମଠ ଯାଉଥିଲା ଦୋଳ ଗୋବିନ୍ଦ ବିମାନ, ଅଟକିଗଲା ୧୫ ମିନିଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 30, 2020

ଜଗନ୍ନାଥ ବଲ୍ଲଭ ମଠ ଯାଉଥିଲା ଦୋଳ ଗୋବିନ୍ଦ ବିମାନ, ଅଟକିଗଲା ୧୫ ମିନିଟ୍‌

ପୁରୀ(ଓଡ଼ିଶା ରିପୋର୍ଟର):  ଗତକାଲି ବେଣ୍ଟ ନୀତି ପାଇଁ ଶ୍ରୀମନ୍ଦିରରୁ ଦୋଳ ଗୋବିନ୍ଦଙ୍କ ବିମାନ ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥିଲା। ହେଲେ ସିଂହଦ୍ୱାର ସମ୍ମୁଖରେ ବିମାନକୁ ପ୍ରାୟ ୧୫ ମିନଟ୍ ଅପେକ୍ଷା କରି ରହିବାକୁ ପଡ଼ିଥିଲା । ନୂତନ ଭାବେ ହୋଇଥିବା ବ୍ୟାରିକେଟ୍‌ ବ୍ୟବସ୍ଥା ଯୋଗୁଁ ଦିଅଁଙ୍କ ବିମାନ ଯାଇପାରିନଥିଲା ।  ଉକ୍ତ ସମୟରେ ଏହି ବ୍ୟାରିକେଟ୍‌ ହଟାଇବାକୁ କେହି ନଥିବାରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରି ରହିବାକୁ ପଡ଼ିଥିଲା ।

ପରେ ବଡ଼ୁ ସେବକ ଆସି ବ୍ୟାରିକେଟ୍ ହଟାଇବା ପରେ ଦିଅଁ ମଠକୁ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିଜେ କରିଥିଲେ । ଏହାପରେ ବିଭିନ୍ନ ନୀତିକାନ୍ତି ଯୋଗୁ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ବିଜେ ହେଲେ ଦିଅଁ । ଗତକାଲି ଶ୍ରୀପଞ୍ଚମୀ ଅବସରରେ କିଛି ସ୍ୱତନ୍ତ୍ର ପୂଜା ପାଇଁ ବିଳମ୍ବିତ ହୋଇଥିଲା ନୀତିକାନ୍ତି । ଯାହାପରେ ରାତିରେ ଦୁଇ ଘଣ୍ଟା ବିଳମ୍ବରେ ଦିଅଁ ବିଜେ କରିଥିଲେ ।



from Odisha Reporter https://ift.tt/36KQEOW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages