ଇଲେକଟ୍ରୋନିକ୍ସ ଗୋଦାମରେ ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

ଇଲେକଟ୍ରୋନିକ୍ସ ଗୋଦାମରେ ନିଆଁ

କଟକ (ଓଡ଼ିଶା ରିପୋର୍ଟର): କଟକ ବାଦାମବାଡ଼ି ଅଞ୍ଚଳରେ ଥିବା ଏକ ଇଲେକଟ୍ରୋନିକ୍ସ  ଗୋଦାମରେ ଆଜି ଭୋରରୁ  ଏକ ବଡ଼ ଧରଣର ଅଗ୍ନିକାଣ୍ଡ  ହୋଇଥିବା ଜଣାଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩ ଜଣ।

ଏହି ଇଲେକଟ୍ରୋନିକ୍ସ ଦୋକାନରେ ଫ୍ୟାନ୍, ଇଣ୍ଡକସନ କୁକର୍ ପରି ସାମଗ୍ରୀ ଥିଲା । ତା ସହିତ ଅନେକ ପ୍ଲାଷ୍ଟିକ ଉପକରଣ ମଧ୍ୟ ଥିଲା ।    ଖବର ପାଇ  ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଗୋଦାମରେ ୩ ଜଣ ଲୋକ ଫସି ରହିଥିବା ବେଳେ  ସେମାନଙ୍କୁ ସୁରକ୍ଷିତ ଭାବେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି।



from Odisha Reporter https://ift.tt/2RG2y7f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages