ରାତି ପାହିଲେ ପୋଙ୍ଗଲ, ଆଜି ପାଳନ ହେଉଛି ଭୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ରାତି ପାହିଲେ ପୋଙ୍ଗଲ, ଆଜି ପାଳନ ହେଉଛି ଭୋଗୀ

ଜୟପୁର(ଟି.ଗୌରୀଶଙ୍କର): ରାତି ପାହିଲେ ଦକ୍ଷିଣ ଭାରତୀୟଙ୍କ ବଡ଼ ପର୍ବ ପୋଙ୍ଗଲ ତଥା ମକର ସଂକ୍ରାନ୍ତି ପାଳନ ହେବ। ହେଲେ ଆଜିଠୁ ଜମିଲାଣି ପୋଙ୍ଗଲ ପର୍ବର ଧୁମ୍‌। ଦୂରଦୁରାନ୍ତରେ ଥିବା ସମସ୍ତ ବନ୍ଧୁ ପରିଜନ ଘରେ ପହଞ୍ଚିଲେଣି।  ଆଜି ଭୋଗୀ ତଥା ଲହରୀ ପାଳନ କରାଯାଉଛି। ଗତରାତିଠାରୁ ତେଲୁଗୁ ସମ୍ପ୍ରଦାୟର ଯୁବକ ଓ ବୟସ୍କ ସମସ୍ତେ କାଠ ପ୍ରସ୍ତୁତ କରି ନିଆଁ ଜାଳିଛନ୍ତି।

ଏହି ଉତ୍ସବକୁ ଜୟପୁର ସହରରେ ବେଶ ଜାକଜମକରେ ପାଳନ କରାଯାଇଛି। ଆସନ୍ତାକାଲି ମକର ସଂକ୍ରାନ୍ତି ଅବସରରେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବା ସହ ନୂଆ ଖାଇବେ ଦକ୍ଷିଣ ଭାରତୀୟ ଲୋକେ। ଏହାସହ ପିଠା ପଣାର ଆସର ମଧ୍ୟ ଜମିବ। ଆଉ ତୃତୀୟ ଦିନରେ କାନୁମୁ ତଥା ଛାଡ଼ ଖାଇ ପାଳନ ହେବ।



from Odisha Reporter https://ift.tt/35S6ebg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages