୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 20, 2020

୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ

ବୌଦ୍ଧ(ଭାର୍ଜନ ପ୍ରଧାନ): ଦୁଇ ଦଫା ଦାବି ନେଇ ୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦେଇଛି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି। ଫଳରେ ବ୍ରିଜ୍‌ ଛକରୁ ସମସ୍ତ ବଡ଼ ଯାନବାହନ ଚଳାଚଳ ବନ୍ଦ ରହିଛି।

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଜମି ମାଲିକ ଅର୍ଥାତ୍‌ କୃଷକଙ୍କୁ ସାମ୍ପ୍ରତିକ ବଜାର ଦର ଆଧାରରେ ମୂଲ୍ୟ ଦେବା ଏବଂ କ୍ଷୟକ୍ଷତି ମାମଲାର ବିଚାର ପାଇଁ ପ୍ରତି ମାସରେ ବୌଦ୍ଧରେ କ୍ୟାମ୍ପ କୋର୍ଟ ଖୋଲିବାକୁ ସମିତି ପକ୍ଷରୁ ଦାବି କରାଯାଇଛି।



from Odisha Reporter https://ift.tt/2tBbcvT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages