ଗୁଣୁପୁର(ଇନ୍ଦ୍ରଜିତ ପଣ୍ଡା): ସୀମା ପାର କଲା ସାବତ ମା’ର ଅମାନବିକତା। ପ୍ୟାଣ୍ଟରେ ଛୁଆ ଝାଡ଼ା କରିବା ପରେ କଡ଼ା ଶାସ୍ତି ଦେଇଛି ମା’। ଏପରି କିଛି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଉକୁମ୍ବା ଅଞ୍ଚଳରେ।
ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ନିଜ ସାବତ ପୁଅକୁ ଚେଙ୍କ ଦେଇଥିବା ନେଇ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ଶିଶୁ ସୁରକ୍ଷା ୟୁନିଟ୍ ଅନୁସନ୍ଧାନ କରିବା ସହ ଥାନାରେ ଏତଲା କରିଥିଲେ। ଖବର ପାଇଁ ପୁଲିସ୍ ଅଭିଯୁକ୍ତ ବାପା, ମାଆଙ୍କୁ ଥାନାକୁ ଆଣି ପଚରାଉଚରା କରିଛି।
from Odisha Reporter https://ift.tt/2U18wT9
No comments:
Post a Comment