ଧରାପଡ଼ିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 16, 2020

ଧରାପଡ଼ିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ୍

ମୁମ୍ୱାଇ:  ଗୁରୁବାର ରାତିରେ ମୁମ୍ୱାଇ ପୁଲିସ ଏକ ବଡ଼ ଧରଣର ସେକ୍ସ ରାକେଟକୁ ଠାବ କରିଛି। ମୁମ୍ୱାଇ ଶୁବୁରାନ ଅନ୍ଦେରିରେ ଥିବା ଏକ ତିନି ତାରକା ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ପୁଲିସ ରେଡ୍ କରି ଜଣେ ନାବାଳିକା ସହିତ ମୋଟ୍ ତିନି ମହିଳାଙ୍କୁ ଗିରଫ କରିଛି। ଅନ୍ଧେରୀରେ ଥିବା ସୋସିଆଲ୍ ସର୍ଭିସ ପୁଲିସ ଶାଖା ଏହି ରେଡ୍ କରିଥିଲା।

ରେଡ୍ ବେଳେ ଗିରଫ ହୋଇଥିବା ତିନି ମହିଳା ଦେହ ବ୍ୟବସାୟରେ ସାମିଲ୍ ଥିବା ଜଣାପଡ଼ିଛି। ଏହି ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ ପ୍ରିୟା ଶର୍ମା ବୋଲି ପୁଲିସ ଜାଣିବାକୁ ପାଇଛି। ଗିରଫ ହୋଇଥିବା ଆଉ ଜଣେ ମହିଳା ଟିଭିରେ ଚାଲୁଥିବା ଲୋକପ୍ରିୟ ଧାରାବାହିକ କାର୍ଯ୍ୟକ୍ରମ ସାବଧାନ ଇଣ୍ଡିଆର ଅଭିନେତ୍ରୀ। ଅନ୍ୟ ଜଣେ ମହିଳା ମରାଠୀ ଫିଲ୍ମ ଏବଂ ସିରିଏଲର ଅଭିନେତ୍ରୀ ବୋଲି ଜଣାପଡ଼ିଛି। ସେହିପରି ନାବାଳିକା ଜଣଙ୍କ ଓ୍ୱେବ୍ ସିରିଜରେ କାମ କରୁଥିବା ସନ୍ଦେଶ ରେଭଲେ କହିଛନ୍ତି।

ପ୍ରିୟା ଶର୍ମା ନିଜେ ଦେହ ବ୍ୟବସାୟରେ ସାମିଲ ହେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଏହି ଦେହ ବ୍ୟବସାୟରେ ସାମିଲ୍ କରିଥିଲା ବୋଲି ଜଣାପଡ଼ିଛି। ପ୍ରିୟା ଶର୍ମା କନ୍ଦିଭାଲି ପୂର୍ବରେ ଏକ ଟୁର ଏବଂ ଟ୍ରାଭେଲସ ଏଜେନ୍ସି ଖୋଲି ଭିତରେ ଭିତରେ ଏହି କାରବାର କରୁଥିଲେ। ସୋସିଆଲ ସର୍ଭିସ ଶାଖାରେ ଏସଆଇ ସନ୍ଦେଶ ରେଭଲେ ଏହା କହିଛନ୍ତି।



from Odisha Reporter https://ift.tt/2FU65tl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages