କମିବ ଶୀତ; ବଢ଼ିବ ତାପମାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

କମିବ ଶୀତ; ବଢ଼ିବ ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଅପେକ୍ଷା ଆଜି ରାଜ୍ୟର ସବୁ ଜାଗାରେ ତାପମାତ୍ରା ବଢ଼ିଛି। ଗତକାଲି ସୋନପୁରରେ ତାପମାତ୍ରା ୬.୦ ଡିଗ୍ରୀ ଥିବା ବେଳେ ଆଜି ୭.୦ ଡିଗ୍ରୀ ରହିଛି। ସେହିପରି ଟିଟିଲାଗଡ଼ରେ ୭.୦, ଦାରିଙ୍ଗବାଡ଼ିରେ ୭.୦ ଓ ଅନୁଗୋଳରେ ୭.୦ ଡିଗ୍ରୀ ତାପମାତ୍ରା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି।

ସେ କହିଛନ୍ତି,“ ରାଜ୍ୟର ସବୁ ସ୍ଥାନରେ ୧ରୁ ୨ ଡିଗ୍ରୀ ମଧ୍ୟରେ ତାପମାତ୍ରା ବଢ଼ିଛି। ଆସନ୍ତା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ମଧ୍ୟରେ ବଢ଼ିବ। ତା’ଦ୍ୱାରା ଥଣ୍ଡାର ପ୍ରଭାବ ଆସ୍ତେ ଆସ୍ତେ କମିବ। ତେବେ ବାରିପଦାରେ ଆଜି ହାଲ୍‌କା କୁହୁଡ଼ି ଦେଖିବାକୁ ମିଳିଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲ୍‌କା କୁହୁଡ଼ି ହେବାର ସମ୍ଭାବନା ରହିଛି।“



from Odisha Reporter https://ift.tt/385hKSa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages