କ୍ଷୀରରେ କାହିଁକି ପାଣି ଦଉଛ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

କ୍ଷୀରରେ କାହିଁକି ପାଣି ଦଉଛ ?

ପପୁ : ଭାଇ କ୍ଷୀର ଆଣିଛ?

କ୍ଷୀରବାଲା : ହଁ।

ପପୁ : ଆଜିକାଲି କ୍ଷୀରରେ ବହୁତ ପାଣି ଦଉଛ। ଟିକେ କମ୍‌ ପାଣି ଦଉନ।

କ୍ଷୀରବାଲା : ଆଜ୍ଞା, ପାଣି ତ ମୁଁ କ୍ଷୀରରେ ଦିଏନି।

ପପୁ : ଆଉ କ’ଣ ତୁମ ଗାଈ ପାଣି କ୍ଷୀର ଦେଉଛି ?

କ୍ଷୀରବାଲା : ନାଇମ ଗାଈଗୁଡ଼ା ଭାରି ଅମାନିଆ ହେଉଛନ୍ତି। ଯେତେ ଜଗିଲେ ବି ପୋଖରୀ, ନାଳକୁ ଯାଇ ପାଣି ପିଇଦେଉଛନ୍ତି। ସେଥିପାଇଁ କ୍ଷୀରସବୁ ପାଣିଆ ହୋଇଯାଉଛି।



from Odisha Reporter https://ift.tt/2O1xDBA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages