ଡ୍ୟୁଟିକୁ ଯାଇ ଯବାନ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 2, 2020

ଡ୍ୟୁଟିକୁ ଯାଇ ଯବାନ ନିଖୋଜ

ରାୟଗଡ଼ା(ମନୋଜ କୁମାର ପାତ୍ର): ରାୟଗଡ଼ା ଜିଲ୍ଲା ସିଆରପିଏଫ୍‌ ଚତୁର୍ଥ ବାଟାଲିଅନ୍‌ର ଜଣେ ହାବିଲଦାର ୫ ଦିନ ହେବ ନିଖୋଜ ଅଛନ୍ତି। ତାଙ୍କ ନାଁ ଧରମ ଦେବ (୫୦)। ତାଙ୍କ ଘର ଉତ୍ତର ପ୍ରଦେଶରେ। ସେ ସିଆରପିଏଫ୍‌ର ଚତୁର୍ଥ ବାଟାଲିଅନ୍‌ର ବ୍ରାଭୋ କମ୍ପାନୀରେ କର୍ଯ୍ୟରତ ଥିଲେ।

ସୂଚନା ଅନୁସାରେ, ଗତ ୨୯ ତାରିଖରେ ଧରମ ଦେବ ଚଇତି ଉତ୍ସବ ଡ୍ୟୁଟି ଯିବା ପାଇଁ ଶେଷଖାଲରୁ ରାୟଗଡ଼ା ବାହାରିଥିଲେ। ହେଲେ ସେହି ଦିନଠାରୁ ତାଙ୍କର ଖୋଜ୍‌ଖବର ମିଳୁ ନାହିଁ। ନିଖୋଜ ନେଇ ତାଙ୍କ ପରିବାର ଲୋକେ ଗତକାଲି ରାୟଗଡ଼ା ସଦର ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ଧରମ ଦେବଙ୍କ ପତ୍ତା ପାଇପାରି ନାହିଁ।



from Odisha Reporter https://ift.tt/2FdLEab

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages