ପୁଲିସ୍‌ ଉପସ୍ଥିତିରେ ଗଣ୍ଡଗୋଳ, ସସ୍‌ପେଣ୍ଡ୍‌ ହେଲେ ପିସିଆର୍ ଷ୍ଟାଫ୍   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 14, 2020

ପୁଲିସ୍‌ ଉପସ୍ଥିତିରେ ଗଣ୍ଡଗୋଳ, ସସ୍‌ପେଣ୍ଡ୍‌ ହେଲେ ପିସିଆର୍ ଷ୍ଟାଫ୍  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କାର୍ ପାର୍କିଂକୁ ନେଇ ଗତକାଲି ଗଣ୍ଡଗୋଳ ଘଟିଥିବା ଅଭିଯୋଗ ହୋଇଛି ।  ଏହି ଘଟଣାରେ ପୁଲିସ୍‌ ଉପସ୍ଥିତିରେ ପରବିନ୍ଦର ପାଲ ସିଂହ ନାମକ ବ୍ୟକ୍ତିଙ୍କୁ  ୩ ଜଣ ବ୍ୟକ୍ତି ନିର୍ଧୂମ ଛେଚିଥିଲେ। ପୁଲିସ୍‌ ଉପସ୍ଥିତିରେ ଏପରି ଘଟଣା ଘଟିଥିବା ବେଳେ କର୍ତ୍ତବ୍ୟରେ ଅବହେଳା ଲାଗି ସସପେଣ୍ଡ ହୋଇଛନ୍ତି ଜଣେ ପିସିଆର୍ ଷ୍ଟାଫ୍ ।

ଲକ୍ଷ୍ମୀସାଗର ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତନାଘନା ଚଳାଇଛି । ଆକ୍ରମଣରେ ସାମିଲ ୩ ଜଣ ଯୁବକ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୁଲିସ୍‌।



from Odisha Reporter https://ift.tt/2Nu0NsB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages