ସନ୍ତରା ଚିଙ୍ଗୁଡ଼ି ପୋଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ସନ୍ତରା ଚିଙ୍ଗୁଡ଼ି ପୋଡ଼ା

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, କମଳା ବା ସନ୍ତରା, ହଳଦୀ ଗୁଣ୍ଡ, ସୋରିଷ ବଟା, ଅଦାରସୁଣ ବଟା, ଜୀରାଧନିଆ ବଟା, ଲଙ୍କାଗୁଣ୍ଡ, ତେଲ, ଲୁଣ ଓ ଜୁଆଣୀପତ୍ର ବଟା।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ଭଲଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ସୋରିଷ ବଟା, ଅଦାରସୁଣ ବଟା, ଜୀରାଧନିଆ ବଟା, ଲଙ୍କାଗୁଣ୍ଡ, ତେଲ, ଲୁଣ ଓ ଜୁଆଣୀପତ୍ର ବଟାକୁ ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ ଏକ ବଡ଼ ସନ୍ତରା ବା କମଳାକୁ ମଝିରୁ ଦୁଇଭାଗ କରି ତାର ଭିତର ଅଂଶକୁ କାଢ଼ିଦିଅନ୍ତୁ। ଏବେ ମସଲା ଗୋଳା ଚିଙ୍ଗୁଡ଼ିକୁ କମଳାର ଖୋଳପା ଭିତରେ ରଖି ତାକୁ ଅଟା ଦ୍ୱାରା ବନ୍ଦ କରି ନିଆଁ ଅଙ୍ଗାରରେ ୧୦ ରୁ ୧୫ ମିନିଟ୍‌ ଯାଏଁ ପୋଡ଼ନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ସନ୍ତରା ଚିଙ୍ଗୁଡ଼ି ପୋଡ଼ା’



from Odisha Reporter https://ift.tt/30rb4ej

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages