- ୧୧.୫୨- ମେଡିକାଲ ଡିଭାଇସ୍ ଟ୍ୟାକ୍ସରେ ହେବ ହସ୍ପିଟାଲ ନିର୍ମାଣ।
- ୧୧.୫୧- ଜଳାଭାବ ଥିବା ୧୦୦ଟି ଜିଲ୍ଲାରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା।
- ୧୧.୪୩- କିଶାନ୍ ରେଲ୍ ପ୍ରତିଷ୍ଠା ହେବ। ଏହା କୃଷି ଉତ୍ପାଦର ପରିବହନରେ ବଡ଼ ଭୂମିକା ନେବ।
- ୧୧.୩୮- ଅର୍ଥମନ୍ତ୍ରୀ କହିଛନ୍ତି, “ଲୋକେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ମୋଦିଙ୍କୁ ଜିତାଇଛନ୍ତି। ଆମ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛି। ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କୁ ସହଯୋଗ କରିବା ଆମ କର୍ତ୍ତବ୍ୟ। ଜିଏସଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି। ଜାତୀୟ ସ୍ୱାର୍ଥ ଆଗରେ ରାଜନୀତି ତୁଚ୍ଛ ବୋଲି ଜିଏସଟି ପ୍ରମାଣ କରି ଦେଖାଇଛି।”
- ୧୧.୩୭- କୃଷି କ୍ଷେତ୍ରର ଉଦାରୀକରଣ ପାଇଁ ନିଆଯିବ ପଦକ୍ଷେପ।
- ୧୧.୩୬- ଏଥରର ବଜେଟ୍ ଲୋକଙ୍କ ଆୟ ବୃଦ୍ଧି କରିବ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
- ୧୧.୩୦- ସଂସଦର ବଜେଟ୍ ଅଧିବେଶନରେ ‘ବହି ଖାତା’ ବଜେଟ୍ ଉପସ୍ଥାପନ କଲେ ନିର୍ମଳା ସୀତାରମଣ।
- ୧୧.୨୯- ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପିତ।
from Odisha Reporter https://ift.tt/2tmjbgg
No comments:
Post a Comment