ନୂଆଦିଲ୍ଲୀ: ବୁଧବାରଠାରୁ ନ୍ୟୁଜିଲ୍ୟାଣ୍ଡ୍ ଓ ଭାରତ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରୁ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚରେ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ଦିନିକିଆ ସିରିଜ୍ ପରେ ହେବାକୁ ଥିବା ୨ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ କିନ୍ତୁ ବିସିସିଆଇ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ ପୃଥୀ ଶ’ଙ୍କୁ ଦଳରେ ସ୍ଥାନ ମିଳିଛି।
India’s Test squad: Virat (Capt), Mayank, Prithvi Shaw, Shubman, Pujara, Ajinkya Rahane (vc), Hanuma Vihari, Wriddhiman Saha (wk), Rishabh Pant (wk), R. Ashwin, R. Jadeja, Jasprit Bumrah, Umesh Yadav, Mohd. Shami, Navdeep Saini, Ishant Sharma (subject to fitness clearance).
— BCCI (@BCCI) February 4, 2020
ଟେଷ୍ଟ ମ୍ୟାଚ ଖେଳାଳିଙ୍କ ତାଲିକା
ଅଧିନାୟକ ବିରାଟ କୋହଲି, ମୟଙ୍କ ଅଗ୍ରଓ୍ୱାଲ, ପୃଥ୍ୱୀ ଶ’, ଶୁଭମ, ପୂଜାରା, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ହନୁମା ବିହାରୀ, ରିଦ୍ଧିମନ ଶାହ (ଓ୍ୱିକେଟ କିପର), ରିଷଭ ପନ୍ତ (ଓ୍ୱିକେଟ କିପର), ଆର. ଅଶ୍ୱିନୀ, ଆର. ଜାଡେଜା, ଜଶପ୍ରୀତ ବୁମରାହ, ଉମେଶ ଯାଦବ, ମହମ୍ମଦ ଶାମି, ନଭଦୀପ ସାଇନି, ଇଶାନ୍ତ ଶର୍ମା।
from Odisha Reporter https://ift.tt/37UmD0w
No comments:
Post a Comment