ଅଟୋରେ ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ବେଳେ ଧରା ପଡ଼ିଲେ ୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 4, 2020

ଅଟୋରେ ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ବେଳେ ଧରା ପଡ଼ିଲେ ୨

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଠଗଡ଼, ଖୁଣ୍ଟୁଣି, ବଡ଼ମ୍ବା, ଢେଙ୍କାନାଳ ପରେ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଛି ବଜ୍ରକାପ୍ତା ଚୋରାଚାଲାଣ କାରବାର ।ରାଜଧାନୀର ବରମୁଣ୍ଡାରୁ ଦୁଇ ବଜ୍ରକାପ୍ତା ଚୋରା ଚାଲାଣକାରୀ ଗତକାଲି ଗିରଫ ହୋଇଛନ୍ତି। ସେମାନେ ହେଲେ ତୀର୍ଥବାସୀ ମାଝୀ ଓ ଦିଲୀପ ନାୟକ। ସେମାନେ ଅଟୋରେ ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ବେଳେ ସୂଚନା ପାଇ ଆଠଗଡ଼ ବନଖଣ୍ଡର  ସ୍ୱତନ୍ତ୍ର ଟିମ୍ ଉଭୟଙ୍କୁ ଗିରଫ କରିଥିଲା।

ଏହି ଘଟଣା ପରେ ବଜ୍ରକାପ୍ତା ଚୋରା ଚାଲାଣ କାରବାରରେ ଗିରଫଦାରି ସଂଖ୍ୟା ୨୨ ଛୁଇଁଲା । ପୂର୍ବରୁ ଗିରଫଙ୍କ ମଧ୍ୟରେ ଶ୍ୱଶୁର ଜ୍ୱାଇଁ ଗ୍ୟାଙ୍ଗ୍ ସମେତ ଅନେକ ପୁରୁଣା ବନ୍ୟଜନ୍ତୁ ଚୋରା ଚାଲାଣକାରୀ ସାମିଲ ଥିବା ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି ।



from Odisha Reporter https://ift.tt/394jCLa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages