ଗଙ୍ଗାମାତା ସୁଡ଼ଙ୍ଗରେ ପଶିଲେ ବିଦେଶୀ ପର୍ଯ୍ୟଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 14, 2020

ଗଙ୍ଗାମାତା ସୁଡ଼ଙ୍ଗରେ ପଶିଲେ ବିଦେଶୀ ପର୍ଯ୍ୟଟକ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ୫ଶହ ବର୍ଷ ପୁରାତନ ଗଙ୍ଗାମାତା ମଠ ସୁଡଙ୍ଗ ଦେଇ ବିଦେଶୀମାନଙ୍କ ପ୍ରବେଶକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏହି ସୁଡଙ୍ଗ ଏବେ ବିଦେଶୀମାନଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି। ଏହି ସୁଡ଼ଙ୍ଗ ପୁରୁଣା ରାଜବାଟୀ ଓ ରତ୍ନବେଦୀଙ୍କୁ ସଂଯୋଗ କରୁଥିବା କିଛି ଐତିହାସିକ ପୂର୍ବରୁ ମତ ଦେଇଥିଲେ ।

ତେବେ ଏହି ସୁଡଙ୍ଗ ଦେଇ ବିଦେଶୀ ପର୍ଯ୍ୟଟକମାନେ ପ୍ରବେଶ କରୁଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କିଛି ବର୍ଷ ତଳେ ଏଏସଆଇ କର୍ତ୍ତୃପକ୍ଷ ଓ ଐତିହାସିକମାନେ ଏହି ସୁଡଙ୍ଗ ଅନୁଧ୍ୟାନ କରିଥିଲେ। ଏହି ସୁଡ଼ଙ୍ଗର କିଛି ବାଟ ପରେ ରାସ୍ତା ବନ୍ଦ ହୋଇଯାଇଛି।



from Odisha Reporter https://ift.tt/2tZgSjr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages