ତୁମେ କେତେ ଓଲା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 17, 2020

ତୁମେ କେତେ ଓଲା…

ସ୍ୱାମୀ- ଯେତେବେଳେ ମୁଁ ତୁମକୁ ଗାଳିକରେ, ତୁମେ ସେ ରାଗ କାହା ଉପରେ ବାହାର କର?

ସ୍ତ୍ରୀ- ପାଇଖାନା ସଫା କରି।

ସ୍ୱାମୀ- ତୁମେ କେତେ ଓଲା।

ସ୍ତ୍ରୀ- ପାଇଖାନାଟା ମୁଁ ତୁମ ଦାନ୍ତ ଘସା ବ୍ରଶ୍‌ରେ ସଫାକରେ।



from Odisha Reporter https://ift.tt/2V1ZlT4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages