କରୋନା ପରେ କେତେ କମିଲା ପେଟ୍ରୋଲ ଓ ଡିଜେଲ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 9, 2020

କରୋନା ପରେ କେତେ କମିଲା ପେଟ୍ରୋଲ ଓ ଡିଜେଲ ?

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବରେ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିଛି। ଇଣ୍ଡିଆନ୍ ଓଏଲର ତଥ୍ୟ ଅନୁୟାୟୀ ଆଜି ଦିଲ୍ଲୀରେ ପେଟ୍ରୋଲ ୧୩ ପଇସା ହ୍ରାସ ହୋଇ ପେଟ୍ରୋଲ ଲିଟର ଦର ଲିଟର ପିଛା  ୭ ୦.୧୧ ପଇସା ହୋଇଛି। ସେହିପରି ଡିଜେଲର ଦାମ ୦.୧୬ ପଇସା କମିବା ପରେ ଡିଜେଲ ଲିଟର ପିଛା ୬୫.୦୭  ପଇସା ହୋଇଛି।

ତେବେ ୭  ଜାନୁଆରୀରେ କରୋନା ଭାଇରସ ବାବଦରେ ଜଣାପଡ଼ିବା ପରେ ପେଟ୍ରୋଲ ଦର ଏଯାବତ ୩ ଟଙ୍କା ହ୍ରାସ ପାଇଥିବାବେଳେ ଡିଜେଲ ଦର ୩.୫୫ ପଇସା ହ୍ରାସ ପାଇଛି। ଆଗକୁ ମଧ୍ୟ ତେଲ ଦର କମିବ ବୋଲି ଆକଳନ କରାଯାଉଛି।

ଚୀନରେ କରୋନା ଭାଇରସ ଆତଙ୍କ ପରେ ସେଠାରେ ଅଶୋଧିତ ତେଲର ଆବଶ୍ୟକତା କମିଯାଇଛି। ତେଣୁ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିଯାଇଛି। ସୂଚନାଯୋଗ୍ୟ, ଚୀନ ଅଶୋଧିତ ତେଲ ଆମଦାନୀ କରିବାରେ ବୃହତ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ।

ସହର ପେଟ୍ରୋଲ ଦାମ (ଟଙ୍କା/ଲିଟର ଡିଜେଲ ଦାମ ଟଙ୍କା/ଲିଟର)
ଦିଲ୍ଲୀ ୭ ୨.୧୦ (-୦.୧୩ ପଇସା) ୬୫.୦୭ (-୦.୧୬ପଇସା)
ମୁମ୍ୱାଇ ୭ ୭ .୭ ୬(-୦.୧୩ ପଇସା) ୬୮.୧୯(-୦.୧୭  ପଇସା)
କୋଲକାତା ୭ ୪.୭ ୪(-୦.୧୮ ପଇସା) ୬୭ .୩୯(-୦.୨୦ ପଇସା)
ଚେନ୍ନାଇ ୭ ୪.୯୦( -୦.୧୪ ପଇସା) ୬୮.୭ ୨(-୦.୧୭  ପଇସା)
ଅହମଦାବାଦ ୬୯.୫୬(-୦.୧୨ ପଇସା) ୬୮.୦୯(-୦.୧୬ ପଇସା)
ଭୁବନେଶ୍ୱର  ୭୧.୧୪ (-୦.୨୧  ପଇସା)  ୬୯.୮୩ (-୦. ୨୧ ପଇସା)
ନୋଏଡା ୭ ୩.୯୯(-୦.୧୧ପଇସା ) ୬୫.୩୩(-୦.୧୫ ପଇସା)
ଫରିଦାବାଦ ୭ ୨.୩୬(-୦.୧୩ ପଇସା) ୬୪.୬୩(-୦.୧୭  ପଇସା)
ଗୁରୁଗାଁଓ ୭ ୨.୧୬(-୦.୧୪ପଇସା) ୬୪.୪୪(-୦.୧୭  ପଇସା)


from Odisha Reporter https://ift.tt/2OJSppE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages