ଶାନ୍ତି ବଜାୟ ରଖିବାକୁ ବିଜେପି ସାଂସଦଙ୍କୁ ଆହ୍ୱାନ ଦେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 2, 2020

ଶାନ୍ତି ବଜାୟ ରଖିବାକୁ ବିଜେପି ସାଂସଦଙ୍କୁ ଆହ୍ୱାନ ଦେଲେ ମୋଦି

ନୂଆଦିଲ୍ଲୀ: ମଙ୍ଗଳବାର ସଂସଦୀୟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସାଂସଦମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। ମଙ୍ଗଳବାର ସେ କହିଛନ୍ତି ସମାଜରେ ଶାନ୍ତି ଓ ଭାଇଚାରା ସୃଷ୍ଟି ପାଇଁ ସାଂସଦମାନେ ନେତୃତ୍ୱ ନିଅନ୍ତୁ।

ସେ ଏଭଳି କହିବାର କିଛି ଦିନ ପୂର୍ବରୁ ହିଁ ଦିଲ୍ଲୀ ଭୟଙ୍କର ହିଂସା ଦେଖିସାରିଛି। ଏଠାରେ ୪୬ ଜଣଙ୍କର ଜୀବନ ମଧ୍ୟ ଯାଇସାରିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ଏଭଳି ହିଂସାରେ କିଏ ସମ୍ପତ୍ତି ହରାଇଛି ତ ପୁଣି କିଏ ଅନାଥ ହୋଇଛନ୍ତି। ଏହା ଉଭୟ ଭାରତ ସରକାର ଏବଂ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।

ତେବେ ଆଜି ବୈଠକରେ ମୋଦି କହିଛନ୍ତି, “ବିକାଶ ଆମ ମନ୍ତ୍ର। ଶାନ୍ତି, ଏକତା ଏବଂ ଭାତୃଭାବ ବିକାଶ ପାଇଁ ନିତାନ୍ତ ଆବଶ୍ୟକ।” ସେ କହିଛନ୍ତି କିଛି ଦଳ ପାଇଁ ରାଜନୀତିକ ସ୍ୱାର୍ଥ ସବୁକିଛି ହୋଇପାରେ, ବିଜେପି ପାଇଁ ଜାତୀୟ ସ୍ୱାର୍ଥ ସବୁଠୁ ବଡ଼।



from Odisha Reporter https://ift.tt/2PIUPFl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages