ଫାଣ୍ଡି ଉପରକୁ ବୋମାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 12, 2020

ଫାଣ୍ଡି ଉପରକୁ ବୋମାମାଡ଼

ନିଆଳି(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଅଞ୍ଚଲରେ ଦୋପଟି ମେଲଣ ଚାଲିଥିବା ବେଳେ କସର୍ଦ୍ଦା ଫାଣ୍ଡି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ବୋମାମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଫଳରେ ୨ ଘଣ୍ଟା ଧରି ଦୋପଟି ମେଲଣ ଶୋଭାଯାତ୍ରା ବନ୍ଦ ରହିଥିଲା।

କିଏ ଓ କାହିଁକି ଫାଣ୍ଡି ଉପରକୁ ବୋମାମାଡ଼ କରିଛି ସେନେଇ କିଛି ଜଣାପଡ଼ିନି। ତେବେ ଘଟଣାରେ କିଛି ଯୁବକଙ୍କୁ ପୁଲିସ୍‌ ପଚରାଉଚରା କରୁଛି।



from Odisha Reporter https://ift.tt/33g2YGX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages