ଏମ୍ସକୁ କୋଟିଏ ଟଙ୍କାର ଯନ୍ତ୍ରାଂଶ ଦେବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 12, 2020

ଏମ୍ସକୁ କୋଟିଏ ଟଙ୍କାର ଯନ୍ତ୍ରାଂଶ ଦେବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍ସକୁ ୧ କୋଟି ଟଙ୍କାର ଯନ୍ତ୍ରାଂଶ ପ୍ରଦାନ କରିବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ। ଏନେଇ ଗତକାଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ଏମ୍ସର ଚୁକ୍ତି  ସ୍ୱାକ୍ଷର ହୋଇଛି। ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଂଶସ୍ୱରୂପ AAI କୋଟିଏ ଟଙ୍କାର ଯନ୍ତ୍ରାଂଶ ଯୋଗାଇଦେବ।

ଚୁକ୍ତି ଅନୁସାରେ ଏମ୍ସକୁ ଏୟାରପୋର୍ଟ ଅଥରିଟି ୬ଟି ICU ଭେଣ୍ଟିଲେଟର, ୨ପୋର୍ଟେବଲ ଭେଣ୍ଟିଲେଟର, ୨ ଡେଫିବ୍ରିଲେଟର ପ୍ରଦାନ କରିବ।  ମେଡିକାଲ୍ ଭିତ୍ତିଭୂମି ବିସ୍ତାର କରିବାରେ AIIMS ନିର୍ଦ୍ଦେଶକ ଏବଂ ମେଡିକାଲ୍ ଅଧୀକ୍ଷକ ଅତ୍ୟନ୍ତ ସକ୍ରିୟ ଥିବାବେଳେ, CSR ଅଧୀନରେ ଏହିପରି ସୁବିଧା ବିସ୍ତାର କରିବା ପାଇଁ ବିମାନ ବନ୍ଦର କତ୍ତୃପକ୍ଷ ସର୍ବଦା ଆଗରେ ରହିଥାନ୍ତି।



from Odisha Reporter https://ift.tt/33dL6fP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages