ମଶାଣିରୁ ନାବାଳିକାର ଶବ ଗାଏବ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 9, 2020

ମଶାଣିରୁ ନାବାଳିକାର ଶବ ଗାଏବ !

ଉମରକୋଟ (କାର୍ତ୍ତିକ ମଲ୍ଲିକ): ମଶାଣିରୁ ଜଣେ ନାବାଳିକାଙ୍କ ମୃତଦେହକୁ କେହି ଦୁର୍ବୃତ୍ତ ଖୋଳି ନେଇ ଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସାନଭରଣ୍ଡି ଗାଁରେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସାନଭରଣ୍ଡି ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତଦେହକୁ ପରିବାର ଲୋକେ ଗାଁ ମଶାଣିରେ ପୋତି ଦେଇଥିଲେ। ତେବେ ଆଜି ସକାଳେ ଶବ ପୋତା ସ୍ଥାନ ଅଧା ଖୋଳାଯାଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଝିଅର ମୃତଦେହକୁ କେହି ଦୁର୍ବୃତ୍ତ ମଶାଣିରୁ ବାହାର କରି ନେଇଥିବା ପରିବାର ଲୋକେ ଆଜି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2Q2r6Y4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages