ସେବିରେ ଖାଲି ପଡ଼ିଥିବା ୧୪୭ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 9, 2020

ସେବିରେ ଖାଲି ପଡ଼ିଥିବା ୧୪୭ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ ବା ସେବିରେ ଖାଲି ପଡ଼ିଥିବା ୧୪୭ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ୨୩ ଆବେଦନର ଶେଷ ତାରିଖ ରହିଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ।

ପଦବୀର ନାମ ଓ ଖାଲି ପଡ଼ିଥିବା ସଂଖ୍ୟା

ଜେନେରାଲ୍ ଷ୍ଟ୍ରୀମ୍‌ – ୮୦

ଲିଗାଲ୍‌ ଷ୍ଟ୍ରୀମ୍‌ – ୩୪

ଇନଫରମେସନ୍ ଟେକ୍ନୋଲୋଜି ଷ୍ଟ୍ରୀମ୍‌ – ୨୨

ସିଭିଲ୍‌ ଇଞ୍ଜିନିୟରିଂ – ୪

ରିସର୍ଚ୍ଚ – ୫

ଅଫିସିଆଲ୍‌ ଲାଙ୍ଗୁଏଜ୍ – ୧

ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଯୋଗ୍ୟତା ପତ୍ର ଦେବାକୁ ପଡ଼ିବ। ସେବିର ଅଫିସିଆଲ୍‌ ନୋଟିଫିକସନ୍‌ରେ ଏହି ସମ୍ପର୍କିତ ତଥ୍ୟ ଦିଆଯାଇଛି। ଏହିସବୁ ପଦ ପାଇଁ ଆବେଦନକାରୀଙ୍କୁ ସେବିର ସିଲେକ୍ସନ୍‌ ଫେଜ୍‌ ୧ ଓ ଫେଜ୍‌ ୨ ପରୀକ୍ଷା ଦେବାକୁ ପଡ଼ିବ। ଏହାପରେ ମନୋନୀତ ପ୍ରାର୍ଥୀ ଚୟନ କରାଯିବ। ଅଧିକ ସୂଚନା ପାଇଁ www.sebi.gov.in ଅଫିସିଆଲ୍‌ ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।



from Odisha Reporter https://ift.tt/39DBGN5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages