କରଡ଼ି ବେସର ମାଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

କରଡ଼ି ବେସର ମାଛ

ଆବଶ୍ୟକ ସାମଗ୍ରୀ: ମାଛ, ପଞ୍ଚ ଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା, ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ପିଆଜ, ସୋରିଷ, ଶୁଖୁଲା ଲଙ୍କା, ରସୁଣ ବଟା, ବାଉଁଶ କରଡ଼ି, କଟା ଟମାଟୋ, ଲୁଣ ରିଫାଇନ୍ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛରେ ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ପିଆଜ, ସୋରିଷ, ଶୁଖୁଲା ଲଙ୍କା, ରସୁଣ ବଟା, ବାଉଁଶ କରଡ଼ି, କଟା ଟମାଟୋ, ଲୁଣ ରିଫାଇନ୍ତେଲ ପକାଇ ଭଲଭାବେ ମ୍ୟାରିନେଟ୍କରନ୍ତୁ। କରେଇରେ ତେଲ ଗରମ କରି ପଞ୍ଚ ଫୁଟଣ, ଶୁଖୁଲା ଲଙ୍କା ତେଜପତ୍ର ପକାନ୍ତୁ। ଫୁଟଣ ଫୁଟିବା ପରେ ସେଥିରେ ମ୍ୟାରିନେଟ୍ହୋଇଥିବା କରଡ଼ି ମାଛକୁ ପକାଇ ତା ଉପରେ ଅଳ୍ପ ରିଫାଇନ୍ତେଲ ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ମିନିଟ୍ ପରେ ଘୋଡ଼ଣୀ ବାହାର କରି ଅଳ୍ପ ପାଣି ଦେଇ ପୁଣି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ସୁଆଦିଆ ‘କରଡ଼ି ବେସର ମାଛ



from Odisha Reporter https://ift.tt/3b0Kv3J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages